ସପ୍ତାହରେ ୫୦୦ କୋଟି ଆୟକରିଛି ଫିଲ୍ମ ୨.୦

0
23

https://meaqikldow.com/kan-onlain-prodazha-gashish-kokain-mefedron-amfetamin-geroin-shishki-boshki.html ମୁମ୍ବାଇ: ଅକ୍ଷୟ କୁମାର ଏବଂ ରଜନିକାନ୍ତଙ୍କ ଅଭିନୀତ ଫିଲ୍ମ ୨.୦ ପରଦାରେ ଧମାଲ କରିଛି । ରିଲିଜ୍‌ ହେବାର ପ୍ରଥମ ସପ୍ତାହରେ ୫୦୦ କୋଟି ଆୟକରିଛି। ଗତ ନଭେମ୍ବର ୨୯ରେ ବିଶ୍ୱର ପ୍ରାୟ ୧୦ ହଜାରୁ ଅଧିକ ସିନେମା ହଲରେ ଫିଲ୍ମଟି ରିଲିଜ୍‌ ହୋଇଛି। ପାଖାପାଖି ୬୦୦ କୋଟି ଟଙ୍କାରେ ନିର୍ମିତ ଏହି ବହୁପ୍ରତୀକ୍ଷିତ ଫିଲ୍ମଟି ପ୍ରି ରିଲିଜ ବିଜନେସରେ ୧୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା କମାଇସାରିଥିଲା।