ଶରୀର ପାଇଁ ଶୀତଦିନର ଖରାର ଆବଶ୍ୟକତା

0
58

ସୂର୍ଯ୍ୟକିରଣ ଶରୀର ପାଇଁ ଖୁବ ଆବଶ୍ୟକ ଅଟେ । ଶୀତଦିନରେ ଖରାରେ ରହିବାକୁ ସଭିଙ୍କୁ କ’ଣ ସବୁ ରହିଛି ଶୀତଦିନେ ଖରାର ଆବଶ୍ୟକତା ଖୁବ ଭଲ ଲାଗେ। ଖାଲି ଭଲ ଲାଗିବା ପାଇୃଁ ନୁହେଁ,ଶୀତଦିନେ ଶରୀର ପାଇଁ ଖରା ଅତ୍ୟନ୍ତ ଲାଭଦାୟକ ଅଟେ ଆସନ୍ତୁ ଜାଣିବା…
ଭିଟାମିନ୍ ଡି: ସୂର୍ଯ୍ୟକିରର ଶରୀରରେ ଭିଟାମିନ ଡି ର ମାତ୍ରାକୁ ପ୍ରାୟ ୯୦ ଭାଗ ବଢାଇଥାଏ । ବିଭିନ୍ନ ରୋଗରୁ ମଧ୍ୟ
ଏହା ଶରୀରକୁ ରକ୍ଷା କରିଥାଏ । ତେଣୁ ପ୍ରତିଦିନ ୧୦ ରୁ ୧୫ ମିନିଟ ସକାଳର ଖରାରେ ରହିବା ଉଚିତ୍ । ବହୁ ଲୋକ ଶୀତଦିନେ ମାନ୍ଦା ହୋଇଯାଆନ୍ତି । ଅଧିକ ହାଲିଆ ଅନୁଭବ କରିଥାନ୍ତି । ତେଣୁ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।
ତ୍ୱେଚା ପାଇଁ ଲାଭଦାୟକ:
ଶୀତଦିନର ଖରା ମୁହଁ ପାଇଁ ମଧ୍ୟ ଲାଭଦାୟକ ଅଟେ । ମୁହଁର ଥିବା ବିଭିନ୍ନ ଜୀବାଣକୁ ନଷ୍ଟ କରିଥାଏ । ନିୟମିତ ଖରାରେ ମୁହଁ ବାଜିଲେ ମୁହଁ କୁଣ୍ଡାଇ ହେବା ଭଳି ସମସ୍ୟା ଦୂର ହୋଇଥାଏ ଓ ଏଥିସହ ନିୟମିତ ୧୫ ମିନିଟ ଖରାରେ ରହିବା ଦ୍ୱାରା ମେଲାଟୋନିନ ହରମୋନର ମାତ୍ରା ବଢିଥାଏ । ଫଳରେ ଭଲ ନିଦ ହୋଇଥାଏ ଏବଂ ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳେ ।
ରକ୍ତଚାପର ମାତ୍ରା କମାଇଥାଏ :
ରକ୍ତଚାପ ଜନିତ ସମସ୍ୟା ଥିବା ଲୋକେ ଶୀତ ଦିନେ ସକାଳେ ସମୟରେ ଖରାରେ ମିନିଟ ରହିବା ଦ୍ୱାରା ଏହାର ମାତ୍ରା କମ ହୋଇଥାଏ ।