ଉତ୍ତରଖଣ୍ଡରରେ ‘କେଦାରନାଥ’ ଚଳଚ୍ଚିତ୍ର ଉପରେ ରୋକ୍‌

0
21

source ମୁମ୍ବାଇ: କେବଳ ଗୋଟିଏ ରାଜ୍ୟକୁ ଛାଡି ଅନ୍ୟ ସବୁ ରାଜ୍ୟରେ ଆଜି ରିଲିଜ୍‌ ହୋଇଛି ଫିଲ୍ମ ‘କେଦାରନାଥ୍‌’ । ଏହି ସିନେମାର ପ୍ରଦର୍ଶନଉପରେ ଉତ୍ତରାଖଣ୍ଡ ସରକାର ରୋକ୍‌ ଲଗାଇଛନ୍ତି। କୌଣସି ଆଇନ୍‌ଗତ ସମସ୍ୟାର ସାମ୍ନା କରିବା ଭୟରେ ନୈନିତାଲ ଓ ଉଦମ ସିଂହ ନଗରର ଜିଲ୍ଳା ଦୌରାଜଜ ଗୁରୁବାର ‘କେଦାରନାଥ’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସୂଚନା ଅନୁଯାୟୀ, ଉତ୍ତରଖଣ୍ଡର ୭ଟି ଜିଲ୍ଲାରେ ଏହି ଚଳଚ୍ଚିତ୍ରକୁ ନେଇ ପ୍ରତିବନ୍ଧକ ଲଗାଯାଇଛି।