୭୨ ବର୍ଷରେ ପଦାର୍ପଣ କଲେ ସୋନିଆ ଗାନ୍ଧୀ

0
21

go ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ୭୨ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦେଶର ରାଜନୈତିକ ଦଳର ନେତା ଶୁଭେଚ୍ଛା ଜଣାଇଛନ୍ତି। ୧୯୪୬ ଡିସେମ୍ବର ୯ରେ ସେ ଇଟାଲୀର ଲୁସିଆନାଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ ସେ ରାଜୀବ ଗାନ୍ଧୀଙ୍କୁ ବିବାହ କରିଥିଲେ। ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସର ନେତୃତ୍ୱ ନେଇଥିଲେ ସୋନିଆ ।

follow url