ସଡ଼କ ଦୁର୍ଘଟଣାରେ ୨ମୃତ ୩ ଗୁରୁତର

0
54

ଡେରାଡୁନ: ଉତ୍ତରାଖଣ୍ଡରେ ରବିବାର ଭୟାନକ ସଡ଼କ ଦୁର୍ଘଟଣା ହେବା ପରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଏନ୍‌ଆଇ ପକ୍ଷରୁ ହୋଇଥିବା ଏକ ଟୁଇଟ୍‌ ମୁତାବକ, ଆଜି ସକାଳୁ ସକାଳୁ ରାଜପୁର ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳରେ ଦୃତ ଗତିରେ ଯାଉଥିବା ଏକ କାର୍‌ ଆଣାୟତ୍ତ ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦତନ୍ତ ଆରମ୍ଭ କରିଛି।