ଆଜି କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷା

0
23

ଵାଲେଶ୍ୱର: ଆଜି ଓଡ଼ିଶା ଉପକୂଳବର୍ତ୍ତୀ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରାସ୍ଥିତ କଲାମ ଦ୍ବୀପରୁ ଭାରତର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ପରୀକ୍ଷଣ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବ। ଏହି ମିଜାଇଲ ୫ହଜାର କିଲୋମିଟରରୁ ଆରମ୍ଭ ହୋଇ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଗତି କରିପାରେ। ଯଦି ଅଗ୍ନି-୫ର ପରୀକ୍ଷଣ ସଫଳ ହୁଲ ତେବେ ଏହା ଭାରତୀୟ ସେନା ପାଇଁ ନୂଆ ମାଇଲଷ୍ଟୋନ ସୃଷ୍ଟି କରିବ ।