ସଚେତନ ନାଗରିକ ମଂଚ ପକ୍ଷରୁ ବୁର୍ଲା ୧୨ ଘଟିଂଆ ବନ୍ଦ ଡାକରା

0
19
burla strike

go to link ସମ୍ବଲପୁର : ବୁର୍ଲାରେ ୧୨ ଘଟିଂଆ ବନ୍ଦ ଡାକରା । ସୋମବାର ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ବୁଲା ସଚେତନ ନାଗରିକ ମଂଚ ପକ୍ଷରୁ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଛି । ଏହାକୁ ବିଭି୍ନ ସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଉଥିବା ଜଣାପଡିଛି । ସୂଚନା ଯୋଗ୍ୟ, ଅଶ୍ୱନୀ ପୂଜାହାରୀଙ୍କ ହଟାଇବା ଦାବିରେ ଭିଏସ୍ଏସ୍ ମେଡିକାଲ କଲେଜର ଜୁନିୟର ଆସୋସିଏସନ ଆନ୍ଦୋଳନ କରିଥିଲା । ଏ ନେଇ ଏହି ଘଟଣାକୁ ନେଇ ସରାକର ପୂ ଜାହାରୀଙ୍କୁ ଛୁଟିରେ ପଠାଇ ଦେଇଛନ୍ତି । ଏହାକୁ ସ୍ଥାନୀୟ ଲୋକ ପ୍ରବଳ ବିରୋଧ କରୁଥିବା ଜଣାପଡିଛି ।